ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

http://naturesown.co.za/wp-cron.php?doing_wp_cron=1580909858.4958701133728027343750 ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ର କୁଲିଆଦରୋ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଭଗତ ସରଗରିଆ।

Buy Xanax India Online ଫସଲ ହାନି ଯୋଗୁଁ ଗତକାଲି ସକାଳେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଭଗତଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

http://tamaralounge.com/wp-admin/vuln.htm

ଭଗତ ଋଣ କରି ୧୦ ଏକର ଜମିରେ କପା ଚାଷ କରିଥିଲେ। କପାଚାଷ ଭଲ ନ ହେବାରୁ ସେ  କୀଟନାଶକ ପିଇ ଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।

Buy Pakistani Xanax

ସୂଚନାଥାଉ କି, ୨ ଦିନ ତଳେ ମଧ୍ୟ ତୁରେକେଲା ଅଞ୍ଚଳର ଅନ୍ୟ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

http://learnwithojo.com/product-tag/paint/feed/

LEAVE A REPLY

Please enter your comment!
Please enter your name here

http://grosirrumahan.com///?author=1

http://richlistgroup.com/wp-cron.php?doing_wp_cron=1580930089.3093199729919433593750

http://artists-atelier.com/wp-cron.php?doing_wp_cron=1580913111.4890849590301513671875