ତେଲେଙ୍ଗାନା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

0
140

ହାଇଦ୍ରାବାଦ:ତେଲେଙ୍ଗାନା ବିଧାନ ସଭା ଭାଙ୍ଗିବା ପରେ ଏବେ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅକ୍ଟୋବର ୮ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ କହିଛନ୍ତି। କିଛି ଅଭିଯୋଗ ଥିଲେ ସେପ୍ଟେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଆବେଦନ କରାଯାଇ ପାରିବ। ଅକ୍ଟୋବାର ୪ ସୁଦ୍ଧା ସମସ୍ତ ଡାଟା ଅପ୍‌ଡଟ୍‌ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here