ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତ।ମ।ଡକୁ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା ।

0
300

ଭୂବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭ।ମଂଚ ଉପରକୁ ହୋଇଥିବା ଜୋତା ମ।ଡ ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା କରି କହିଛନ୍ତି। ଆଜିର ଉଦ୍ର ଯୁବକ ଏଭଳି ଅପ୍ରୀତିକର ଘଟଣା ଘଟ।ଇବ। ଶୋଭନୀୟ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ଏଭଳି ହେବା ଆଦୌ ଗ୍ରହଣୀୟ ନୁହେଁ । ତେବେ ଏହି ଘଟଣା ପ।ଇଁ ସେ ଗୁଇନ୍ଦା ବିଭାଗକୁ ଦାୟୀ କରି କହିଛନ୍ତି ସୁରକ୍ଷା ବ୍ୟବସ୍ଥା ବିଫଳତା ପ।ଇଁ ଏପରି ଘଟିଲା । ବିଜେପୁରରେ ପୁଲିସ ଶାସକ ଦଳ ପାଇଁ ନିର୍ବାଚନ ଲଢ଼ୁଛି ଓ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ଏହି ବିଷୟକୁ ବିଜେପି ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଗୋଚରକୁ ଅଣ।ଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here