ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଠନ ପାଇଁ କଂଗ୍ରେସ ସହିତ ରହିବ ବି ଏସ ପି

0
168

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ରାଜସ୍ଥାନ ରେ ସରକାର ଗଠନ ପାଇଁ କଂଗ୍ରେସ କୁ ସମର୍ଥନ କରିବ ବି ଏସ ପି। ବି ଏସ ପି ସୁପ୍ରିମୋ ମାୟାବତୀ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଛନ୍ତି। ଫଳରେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ରେ ସରକାର ଗଠନ ପାଇଁ ଯେଉଁ ସ୍ପଷ୍ଟ ବହୁ ମତ ମିଳୁ ନ ଥିଲା ତାହାର ସମାଧାନ ହୋଇ ଯାଇଛି। ମଧ୍ୟ ପ୍ରଦେଶ ରେ ସ୍ପଷ୍ଟ ବହୁମତ ପାଇଁ ୧୧୬ ଆସନ ଦରକାର ହେଉଥିବା ବେଳେ କଂଗ୍ରେସ ୧୧୪ ଆସନ ହାସଲ କରିଥିଲା। ବି ଏସ ପି ଜିତିଥିବା ୨ ଆସନ ର ବିଧାୟକ କଂଗ୍ରେସ କୁ ସମର୍ଥନ ଫଳରେ କଂଗ୍ରେସ୍ କୁ ସ୍ପଷ୍ଟ ବହୁମତ ହାସିଲ ହେବା

LEAVE A REPLY

Please enter your comment!
Please enter your name here