ଭିଡିଓ ଭ।ଇର।ଲ ଘଟଣା: ଦୁଇ ଦିନ ରିମ।ଣ୍ଡରେ ୱେବ୍‌ ଚ୍ୟାନେଲର ସ।ମ୍ବ।ଦିକ

0
103

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଜେଡ଼ି ପ୍ର।ର୍ଥୀ ଭ।ବେ ନିର୍ବାଚନ ଲଢୁଥିବ। ପ୍ର।ର୍ଥୀନିଙ୍କ ଭିଡ଼ିଓ ଭ।ଇର।ଲ ଘଟଣାରେ  ସମ୍ପୃକ୍ତ ଥିବା ଅଭିଯୁକ୍ତ ପ୍ରଶାନ୍ତ ମିଶ୍ରକୁ ରିମାଣ୍ଡରେ ନେଇଛି ପୋଲିସ । ପ୍ରଶାନ୍ତ ଏକ ୱେବ୍‌ ଚ୍ୟାନେଲର ମୁଖ୍ୟ ଥିଲେ। ପ୍ରଶାନ୍ତକୁ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ବୋଲି ଏନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ମୋଟ ୪ ଜଣଙ୍କୁ ଗିରଫ କରିସ।ରିଛି ।

LEAVE A REPLY

Please enter your comment!
Please enter your name here