ପରଜଙ୍ଗ ବିଜେପି ପ।ଇଁ ପ୍ରଚାର କଲେ ବିଜେପିର ଷ୍ଟାର ପ୍ରଚାରକ ଓଲିଉଡ ନାୟିକା ଅନୁ ଚୌଧୁରୀ

0
328

ପରଜଙ୍ଗ:(ଜିତେନ୍ଦ୍ର ବେହେରା) ପରଜଙ୍ଗରେ ବିଜେପିର ଷ୍ଟାର ପ୍ରଚାରକ ଓଲିଉଡ ନାୟିକା ଅନୁ ଚୌଧୁରୀ । ଆଜି ପାଟରପଦା, ଲୋଧଣୀ, କଟାବାବାହାଳ ଓ କନ୍ଦରସିଂଙ୍ଗା ପଞ୍ଚାୟତ ରୋଡ ସୋ ରେ ପରଜଙ୍ଗର ବିଜେପି ପ୍ରାର୍ଥୀ ଶ୍ରୀ ବିଭୁତି ପ୍ରଧାନଙ୍କ ସହ ଅନୁ ଚୌଧୁରୀ ଖୋଲା ଜିପରେ ସାଧାରଣ ଜନତାଙ୍କୁ ଅଭିବାଦନ ଜଣାଇଥିଲେ ଓ ଆଗାମୀ ନିର୍ବାଚନରେ ସମର୍ଥନ ପାଇଁ ଲୋକଙ୍କୁ ଅନୁରୋଧ କରୁଥିଲେ ।ଏଥିରେ ବହୁ ସଂଖ୍ୟାରେ ବିଜେପିର ସମର୍ଥନ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here