Thursday, April 25, 2019
Home ଅପରାଧ ମୋବାଇଲ ବ୍ୟ।ଟେରି ଧରି ଖେଳୁଥିବ। ସମୟରେ ବିସ୍ଫୋରଣ ୩ ଆହ।ତ

ମୋବାଇଲ ବ୍ୟ।ଟେରି ଧରି ଖେଳୁଥିବ। ସମୟରେ ବିସ୍ଫୋରଣ ୩ ଆହ।ତ

0
58

ସୁଚନାଯୋଗ୍ୟ ଯେ, ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଡାକସା ଗାଁରେ ହେମନ୍ତ,ଚିଟୁଂ ଓ ଆକାଶ ଏକ ମୋବାଇଲ ବ୍ୟାଟେରି ଧରି ଖେଳୁଥିଲେ । ତେବେ ଅସାବଧାନତା କାରଣରୁ ବ୍ୟାଟେରିଟି ଫାଟିଯାଇଥିଲା । ଯାହାକି ସେମାନେ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତିକରାଯାଇଛି

LEAVE A REPLY

Please enter your comment!
Please enter your name here