Thursday, April 25, 2019
Home Breaking News ପୂର୍ବତନ ବିଧାୟକ ଗିରଫ

ପୂର୍ବତନ ବିଧାୟକ ଗିରଫ

0
692

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରୁ ରୋଡ୍ ସୋ କରି ଫେରୁଥିବା ବେଳେ ସାଲେଭଟା ନାମକ ଏକ ଜାଗାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ ଅଣ୍ଡାମାଡ଼ କରିଥିଲେ । ଘଟଣା ପରେ ପୋଲିସ ଲାଠିଚାର୍ଜ କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଥିଲା ।

ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ସମେତ ତାଙ୍କର ୧୦ଜଣ ସମର୍ଥକଙ୍କୁ ଅଟକ ରଖାଯାଇଥିଲା। ପରେ ବାଳଗୋପାଳ ଏବଂ ତାଙ୍କ ପୁଅକୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here