ଭିଡିଓ ଭ।ଇର।ଲ ଘଟଣାରେ ସ।ମ୍ବ।ଦିକ ଗିରଫ

0
99
ଚନ୍ଦ୍ରାଣୀଙ୍କୁ ବଦନ।ମ କରିବା ଲକ୍ଷନେଇ  ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ଗତ ୧୦ ତାରିଖରେ କେନ୍ଦୁଝରରୁ ଦୁଇଜଣ ଓ ୧୧ ତାରିଖରେ ଭଦ୍ରକରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବ। ବେଳେ ଏହି ଘଟଣାରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଏକ ୱେବ ଗଣମାଧ୍ୟମର  ନିଉଜ୍ ହେଡ଼ ବୋଲି ଜଣ।ପଡିଛି ।  ଭୁବନେଶ୍ବରରୁ ଟାଉନ ଥାନା ପୁଲିସ ତାଙ୍କୁ ଉଠାଇ ଆଣିଛି । ପୂର୍ବରୁ ଟାଉନ ଥାନା ପୁଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିଶଙ୍କରପୁର ଗ୍ରାମର ଚିନ୍ମୟ ସେନାପତି, କେନ୍ଦୁଝର ଜିଲ୍ଲାର ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରିଙ୍କୁ ଏହି ଘଟଣାରେ ଗିରଫ କରିସାରିଛି ।

LEAVE A REPLY

Please enter your comment!
Please enter your name here