ନୟାଗଡ଼ ରେ ଜଳିଗଲ। ୩୫ ବଖର।

0
38

ନୟାଗଡ: ନୟାଗଡ ଜିଲ୍ଲାର ଭୋଗବାଡି ପଞ୍ଚାୟତ ଅନ୍ତର୍ଗତ ଢିପିସାହିରେ ଆଜି ଅଗ୍ନିକାଣ୍ଡ ଘଟି ପ୍ରାୟ ୩୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର ବାସ୍ତବ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here