ଆଉ ନ।ହଁ।ନ୍ତି ବିଶିଷ୍ଟ ସଂଗୀତଜ୍ଞ ରାଖାଲ ଚନ୍ଦ୍ର ମହାନ୍ତି

0
37

ଭୁବନେଶ୍ୱର: ଆଉନାହାନ୍ତି ବିଶିଷ୍ଟ ସଂଗୀତଜ୍ଞ ରାଖାଲ ଚନ୍ଦ୍ର ମହାନ୍ତି । ୮୮ ବର୍ଷ ବୟସରେ ସେ କଟକ ବାଦାମବାଡିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ରାଖାଲ । ଅନେକ ଚଳଚ୍ଚିତ୍ରରେ ମଧ୍ୟ ରାଖାଲ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ‘ଘର ସଂସାର’, ‘ଅମରପ୍ରେମ’, ‘ତ୍ରିନାଥ ମେଳା’, ‘ଅକ୍ଷିତୃତୀୟା’, ‘ମାଣିକ ଯୋଡି’, ‘ଶ୍ରୀ କୃଷ୍ଣ ରାସଲୀଳା’ ଭଳି ଅନେକ ସିନେମାରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here