ଜଳିଗଲ। ୧୨୦ ବଖର।

0
58

ଅନୁଗୁଳ,: ଅନୁଗୁଳ ଆଠମଲ୍ଲିକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହା ବିଦ୍ୟୁତ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଅଗ୍ନିକାଣ୍ଡରେ ୫୦ ପରିବାରର ୧୨୦ ବଖରା ଜଳି ନଷ୍ଟ ହୋଇ ଯାଇଛି । ଏଥିରେ ୫୦ଟି ପରିବାର ପ୍ରଭାବିତ ହେବା ସହ ଲକ୍ଷାଧିକ ସମ୍ପତି ନଷ୍ଟ ହୋଇଥିବା ସୂଚନା ମିଳିଛି । ସୌଭାଗ୍ୟବଶତ ସେଠାରେ କହାର ପ୍ରାଣହାନି ହୋଇନାହିଁ ।

LEAVE A REPLY

Please enter your comment!
Please enter your name here