ଚ।ନ୍ଦ।ର ହିସାବ ଦେବେ ର।ଜନୈତିକ ଦଳ:ସୁପ୍ରିମକୋର୍ଟ

0
33

ନୂଆଦିଲ୍ଲୀ: ଇଲୋକ୍ଟୋରାଲ ବଣ୍ଡ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋଟ । ସମସ୍ତ ରାଜନୈତିକ ଦଳ ଇଲୋକ୍ଟୋରାଲ ବଣ୍ଡ ଦାଖଲ କରିବା ସହିତ ନିର୍ବାଚନ କମିସନଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜନୈତିକ ଦଳ ୧୫ ତାରିଖ ପର୍ଯ୍ୟନ୍ତ ବଣ୍ଡରେ ମିଳିଥିବା ଚାନ୍ଦାକୁ ମେ’ ୩୦ ତାରିଖ ସୁଦ୍ଧା ବନ୍ଦ ଲଫାପାରେ ନିର୍ବାଚନ କମିସନଙ୍କୁ ଦେବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here