ବଢିଲ। ଅବଧି

0
49

ନୂଆଦିଲ୍ଲୀ,  ଆଧାର ଓ ପାନ୍ କାର୍ଡ ଲିଙ୍କ କରିବାର ଶେଷ ତାରଖରେ ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବ ନିର୍ଦ୍ଧାରିତ ଘୋଷଣାନାମା ଅନୁସାରେ ଆଧାର ଓ ପାନ୍ କାର୍ଡ ଲିଙ୍କ କରିବାର ଶେଷ ତାରିଖ ଏପ୍ରିଲ ୧ ୨୦୧୯ ଅର୍ଥାତ ଆସନ୍ତା କାଲି ରଖାଯାଇଥିବା ବେଳେ ଆଜି ଏହାକୁ ବଢାଇ ସେପ୍ଟମ୍ବର ୩୦ ତାରିଖ କରିଦିଆଯାଇଛି । ସେହିପରି ଆୟକର ରିଟର୍ଣ୍ଣ ସମୟରେ ଆଧାର ନମ୍ବର ଦେବାକୁ ବାଧ୍ୟତାମୂଳକ କରିଛ ସିବିଡିଟି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧ ତାରିଖ ଠାରୁ ଆୟକର ଦାଖଲ ବେଳେ ଆଧାର ନମ୍ବର ଦେବାକୁ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here