କଂଗ୍ରେସରେ ଯଜେ୍ଞଶ୍ୱର

0
727

ଭୁବନେଶ୍ୱର: ଆଜି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜେ୍ଞଶ୍ୱର ବାବୁ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯଜେ୍ଞଶ୍ୱର ବାବୁ ହାତ ଧରିଛନ୍ତି । ତେବେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ତାଙ୍କୁ ଟିକେଟ ପ୍ରଦାନ କରିବ କି ନାହିଁ ତାହା କିଛି ସ୍ପଷ୍ଟ ହୋଇନାହିଁ |

LEAVE A REPLY

Please enter your comment!
Please enter your name here