ଘଟଗାଁ ହରିଚନ୍ଦନପୁର ରାସ୍ତାରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା

0
271

ଘଟଗାଁ :(ରୁଦ୍ର ପ୍ରସାଦ ବେହେରା) ଘଟଗାଁ ମେଡିକାଲ୍ ଦେଇ ହରିଚନ୍ଦନପୁର କୁ ରାସ୍ତା ସଂଯୋଗ ଭଲ ଥିଲେ ମଧ୍ୟ ଘଟଗାଁ ରୁ ୬୦୦ମିଟର ଦୂର ଖମଣମୁଣ୍ଡ ପାଖରେ ଏକ ବଡ଼ ଟନିଗ୍ ରାସ୍ତା ରେ ସଡକ ଦୁର୍ଘଟଣା ବାରମ୍ବାର ହେଉଛି କିଏ ମୋଟର ସାଇକେଲ ସହ ବାଡେଇ ହେଉଛି ତ କିଏ କାର ସାଙ୍ଗରେ ହେଉଛି ଗତ ଦୁଇ ଦିନ ତଳେ ଘଟଗାଁ ର ଏକ ମୋଟ ର ସାଇକେଲ କୁ ଏକ ଦଶ ଚକିଆ ଧକା ଦେଲା ଯାହା ଫଳରେ ମୋଟର ସାଇକେଲ ଆରୋହୀ ଗୋଡ଼ ହାତ ଭାଙ୍ଗି ଯିବା ସହ ମୁଣ୍ଡରେ ଗୁରୁତର ଆଘାତ ହେଇଚି । ଆଜି ମଧ୍ୟ ସେହି ଜାଗାରେ ସମା ନ ଦୃଶ୍ୟ ଏକ ବସ ଓ ବୋଲେର ମୁହଁ। ମୁଁହି ହୋଇ ବୋଲର ଗାଡ଼ି ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଗାଡ଼ି ଆରୋହୀ ଙ୍କ ଘର ଆନନ୍ଦପୁର ବୋଲି ଜଣା ପଡିଛି । ଉକ୍ତ ବସ ଟି ପ୍ରତି ଦିନ କରଞ୍ଜିଆ ରୁ ଭାୟ। ଘଟଗାଁ ଦେଇ ଟାଟା ମାଇନ୍ସ ଯାଏ । ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ସହ ପ୍ରବଳ ଉତ୍ତେଜନା ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here