ଜାତିଆଣ ମାମଲାରେ ହାଇକୋର୍ଟରୁ ଦାମଙ୍କୁ ଆଶ୍ୱସ୍ତି

0
62

କଟକ: ହାଇକୋର୍ଟରୁ ବରିଷ୍ଠ ନେତା ଦାମ ରାଉତଙ୍କୁ ବୁଧବାର ମିଳିଛି ଆଶ୍ୱସ୍ତି । ତାଙ୍କ ଉପରେ ଥିବା ହରିଜନ ସମ୍ପର୍କିତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଜାତିଆଣ ଆକ୍ଷେପକୁ ନେଇ କୁଜଙ୍ଗ ଥାନାରେ ହୋଇଥିଲା ମାମଲା ।
ଉଲ୍ଲେଖଯୋଗ୍ୟ ଯେ ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ପୂର୍ବତନ ବିଜେଡ଼ି ନେତା ତଥା ପାରାଦ୍ୱୀପ ବିଧାୟକ ଦାମ ରାଉତଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ମାମଲାକୁ ଖାରଜ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ । ଆଜି ଏହି ମାମଲାର ଶୁଣାଣୀରେ ହାଇକୋର୍ଟ ହୋଇଥିବା ଅଭିଯୋଗକୁ ରଦ୍ଦ କରାଯାଇଛି।

LEAVE A REPLY

Please enter your comment!
Please enter your name here