ବ୍ରାଉନ ସୁଗାର ଜବତ

0
34

ଭୁବନେଶ୍ୱର: ନିଷାଡ଼ିଙ୍କ ପେଣ୍ଠସ୍ଥଳି ପାଲଟିଛି ଭୁବନେଶ୍ୱର । ଦିନକୁ ଦିନ ବ୍ରାଉନ ସୁଗାରର ଜବତ ବଢ଼ିବାରେ ଲାଗିଛି । ଆଜି ଭୁବନେଶ୍ୱରର ସାଲିଆ ସାହିରେ ଧଳାଜହର ଜବତ କରାଯାଇଛି । ଦୁଇ ଏଜେଣ୍ଟ ବ୍ରାଉନ ସୁଗାର ଚାଲାଣ କଲାବେଳେ ଧରାପଡ଼ିଛନ୍ତି । ଏହାପରେ ଲୋକମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସିର ଜିମା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here