ଅନନ୍ତ ନାରାୟଣ ଜେନା ହେଲେ ବିଡିଏ ଅଧ୍ୟକ୍ଷ

0
138

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍ସି ର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଆଜି ନୂଆ ପଦରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବତନ ମେୟର ଥିବା ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏ ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ର ଅଧ୍ୟକ୍ଷ ଭାବରେ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନନ୍ତଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିବା ନେଇ ଆଜି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here