ବାଘ ପାଇଁ ରାତି ଅନିଦ୍ରା

0
38

ଭୁବନେଶ୍ୱର: ଭୁବନେଶ୍ୱର ପଳାସପଲ୍ଲୀରେ ଏକ କଲରାପତରିଆ ବାଘ ବୁଲୁଥିବାର ଜଣା ପଡିବାପରେ ଆରମ୍ଭ ହୋଇଛି ଅପରେସନ ଲିଓପାର୍ଡ଼। ଭୁବନେଶ୍ୱରର ଏୟାରପୋର୍ଟ ଜଙ୍ଗଲରୁ ବାହାରି ଛପିକି ରହିଛି । ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଯ ହୋଇଛି । ବାଘ ଧରିବା ପାଇଁ ନନ୍ଦନକାନନରୁ ଆସିଛନ୍ତି ସ୍ୱତନ୍ତ୍ର ଟିମ । ଧରିବା ପାଇଁ ଏକ ଯନ୍ତା ଆସିଛି । ଅନୁମାନ କରାଯାଇଛି ବାଘର ବୟସ ୩ରୁ ୪ବର୍ଷ ହେବ । କଲରାପତରିଆ ବାଘର ଲମ୍ବ ସାଢ଼େ ଚାରି ଫୁଟ ଏବଂ ଉଚ୍ଚତା ଅଢ଼େଇ ଫୁଟ ଅନୁମାନ କରାଯାଉଛି |

LEAVE A REPLY

Please enter your comment!
Please enter your name here