ଆସନ୍ତା ୨୬ ଓ ୨୭ ଦୁଇଦିନ ସଚିବାଳୟ ଉଦ୍ୟାନ ଖୋଲା ରହିବ

0
41

ଭୁବନେଶ୍ୱର:ସର୍ବସାଧାରଣଙ୍କ ନିମନ୍ତେ ସଚିବାଳୟ ଉଦ୍ୟାନ ଆସନ୍ତାକାଲି ଜାନୁଆରୀ ୨୬ ଶନିବାର ଏବଂ ଜାନୁଆରୀ ୨୭ ରବିବାର ଦୁଇଦିନ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ ଖୋଲାରହିବ । ଜନସାଧାରଣ ଏହି ସମୟ ମଧ୍ୟରେ ସଚିବାଳୟ ଉଦ୍ୟାନ ପରିଦର୍ଶନ କରିପାରିବେ ।

LEAVE A REPLY

Please enter your comment!
Please enter your name here