‘ରାଜଧାନୀ ଏକ୍ସପ୍ରେସ୍‌’ ବସ୍ ସେବା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

0
53

ଭୁବନେଶ୍ୱର: ଶୁକ୍ରବାର ଗଡ଼ିଲା ରାଜଧାନୀ ଏକ୍ସପ୍ରେସ । ରାଜଧାନୀ ଏକ୍ସପ୍ରେସ ବସ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୨୩ଟି ଶୀତତାପ ନିୟନ୍ତ୍ରିତ ବସକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଭୁବନେଶ୍ୱରରୁ ବିଭିନ୍ନ ଜିଲ୍ଲା ସଦର ମହକୁମାକୁ ଏହି ବସଗୁଡ଼ିକ ଯିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here