୧୫ ରେ ୧୫୫୦ କୋଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୋଦି

0
33

ଭୁବନେଶ୍ୱର : ଆସନ୍ତା ୧୫ ତ।ରିଖ ଓଡିଶା ଗ୍ରସ୍ତରେ ଆସୁଛନ୍ତି ନରେନ୍ଦ୍ର ମୋଦି । ଏହି ଅବସରରେ ବଲାଙ୍ଗୀରରେ ୧୫୫୦ କୋଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ମୋଦି ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ  । ଅନ୍ୟପଟେ ଝାରସୁଗୁଡ଼ା-ବିଜୟନଗରମ୍ ରେଳ ଲାଇନ୍ ସହ ସମ୍ବଲପୁର-ଅନୁଗୁଳ ରେଳ ଲାଇନର ବିଦୁ୍ୟତକରଣ ଆରମ୍ଭ କରିବେ  । ସୋନପୁରରେ ପ୍ରତିଷ୍ଠା ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି  । ଏହାଛଡ଼ା ପ୍ରଧାନମନ୍ତ୍ରୀ ୫

ନୂଆ ପାସପୋର୍ଟ କେନ୍ଦ୍ରର ଉଦଘାଟନ କରିବାର କ।ର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here