ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ରେ ମହିଳା ଙ୍କୁ ଆକ୍ରମଣ ଘଟଣା …

0
189

ଘଟଗାଁ ( ରୁଦ୍ର ପ୍ରସାଦ ବେହେରା ) ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ରେ ମହିଳା ଙ୍କୁ ଆକ୍ରମଣ ଘଟଣା ରେ ଘଟଗାଁ ବିଜେପି ର ଏକ ମହିଳା ଟିମ୍ ଏବଂ ଯୁବମୋର୍ଚ୍ଚା ଟିମ୍ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଉକ୍ତ ମହିଳା ଙ୍କୁ ଭେଟି ତାଙ୍କର ସ୍ବାସ୍ଥ୍ୟ କଥା ବୁଝିଲେ ଏବଂ ତା ସହିତ ଘଟଗାଁ ଥାନାକୁ ନୂତନ କରି ଆସିଥିବା sdpo ଙ୍କୁ ନାରୀ ନେତ୍ରୀ ମମତା ସିଂ ଏବଂ ଯୁବମୋର୍ଚ୍ଚା ସଭାପତି ସତ୍ୟମ୍ ଦେହୁରୀ ଦେଖା କରି ମହିଳା ଙ୍କ ଉପରକୁ ଆକ୍ରମଣ ବିଷୟରେ କହିଲେ ସଡିପିିଇ ଦୃଢ଼ ପତିଶୃତି ଦେଇ କହିଲେ କି ଆଦିବାସୀ ମହିଳା ଙ୍କୁ ସଂଘବୋଧ ଭାବେ ଆକ୍ରମଣ ନିନ୍ଦନୀୟ ଘଟଣା ଅଟେ ଅଭିଯୁକ୍ତ ମାନେ ଅତି ଶୀଘ୍ର ଧରା ପଡିବେ।

LEAVE A REPLY

Please enter your comment!
Please enter your name here