କ।ର ଉପରେ ଓଲଟି ପଡିଲା ଟ୍ରକ ।

0
153

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ର ଦେଖିବ।କୁ ମିଳିଛି । ଏହି ଦୁର୍ଘଟଣା ରେ କାର୍‌ଟି ପୂରା ସମ୍ପୂର୍ଣ୍ଣ ଚେପ। ହୋଇଯାଇଛି। ତା’ଭିତରେ କେହି ଯାତ୍ରୀ ଅଛନ୍ତି କି ନାହିଁ ଏଯ।ବତ ଜଣ।ପଡି ନ।ହିଁ  । ଏ ଦୁର୍ଘଟଣା କିପରି ଘଟିଲା ତାହା ବି ସ୍ପଷ୍ଟ ହୋଇନାହିଁ। ତେବେ ଦୁର୍ଘଟଣାସ୍ଥଳର ଦୃଶ୍ୟ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ କାର୍ ଓ ଟ୍ରକ୍ ବିପରୀତ ଦିଗରୁ ଆସିଥିଲେ।

ଟ୍ରକ୍‌ଟିରେ ପିଆଜ ଭର୍ତ୍ତି ବସ୍ତା ଲୋଡ୍ ହୋଇଛି। ଦୁର୍ଘଟଣାଗ୍ରସ୍ତ କାରର ନମ୍ବର ହେଉଛି- ଏମ୍‌ଏଚ୍ ୧୨ କେଏନ୍ ୯୦୪୪। ବୋଲି ସୂଚନା ହସ୍ତଗତ ହୋଇଛି ।

LEAVE A REPLY

Please enter your comment!
Please enter your name here