ଛାତ୍ର କଂଗ୍ରେସର ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

0
216

ଭୁବନେଶ୍ୱର: ଗୋଲଡେନ ବାବା ଘଟଣାକୁ ନେଇ ଛାତ୍ର କଂଗ୍ରେସର କର୍ମୀମାନେ  ନବୀନ ନିବାସ ଘେରାଉ ପାଇଁ ଯାଉଥିଲେ । ତେବେ ପୁଲିସ ସେମାନଙ୍କୁ ଶିଶୁ ଭବନ ଛକରେ ଅଟକାଇଥିଲା  ଏହି ସମୟରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତା ହୋଇଥିଲା । ଏହି ସମୟରେ ଉତ୍ୟକ୍ତ ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଗୋଲଡେନ ବାବା ସହ ମେୟରଙ୍କ ଲିଙ୍କ ଅଭିଯୋଗ କରି ଛାତ୍ର କଂଗ୍ରେସ କର୍ମୀମାନେ ଆଜି ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି ।

LEAVE A REPLY

Please enter your comment!
Please enter your name here