ଆଜି ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ

0
48

ଭୁବନେଶ୍ବର :ଆଗାମୀ ନିର୍ବାଚନ ନେଇ ଆଜି ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ରଣନୀତି ପ୍ରସ୍ତୁତ କରାଯିବ । ମହିଳା କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ଅଲ୍ ଇଣ୍ଡିଆ ମହିଳା କଂଗ୍ରେସ ସଭାନେତ୍ରୀ ତଥା ସାଂସଦ ସୁସ୍ମିତା ଦେବ । ମହିଳା କଂଗ୍ରେସ କଣ କଣ ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇବ ସେନେଇ ଆଲୋଚନା କରାଯିବ । ବିଗତ ଦିନରେ ରାଜ୍ୟରେ ଘଟି ଯାଇଥିବା ବିଭିନ୍ନ ଘଟଣା ଯଥା ପିପିଲି ପୀଡ଼ିତା, ଇତିଶ୍ରୀ ଆଦି ଘଟଣା ,ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ I

LEAVE A REPLY

Please enter your comment!
Please enter your name here