ନିର୍ମାଣଧିନ ପୋଲରୁ ଖସି ତିନି ଯୁବକ ମୃତ

0
69

ନୂଆପଡ଼ା: ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି | ଏକ ନିର୍ମାଣାଧୀନ ପୋଲ ତଳକୁ ଖସି ତିନି ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ତେବେ ଏପରି ଅଘଟଣା ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଦର୍ଲିମୁଣ୍ଡା ଗାଁ ନିକଟରେ ଘଟିଛି । ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କର ପରିଚୟ ମିଳିପ।ରିନ।ହିଁ । ଦୁଇଜଣଙ୍କର ପରିଚୟ ମିଳିଥିବା ବେଳେ ସେମାନେ ମଙ୍ଗଳବ।ର ଧନୁଯାତ୍ରା ଦେଖି ର।ତି ଫେରୁଥିବା ବେଳେ ପୋଲ ତଳକୁ ଖସି ପଡିଥିଲେ । ଆଜି ସକ।ଳୁ ମୃତ ଦେହ ଗୁଡିକ ପ।ଣିରେ ଭ।ସୁଥିବ।ର ଦେଖିବ।କୁ ମିଳିଥିଲା । ଏହ।ପରେ ଲୋକେ ପୋଲିସକୁ ଖବର ଦେଇଥିଲେ ।। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here