ଓଡ଼ିଶାରେ ଅର୍ଥ ଆୟୋଗଙ୍କ ବୈଠକ

0
33

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ୧୫ ତମ ଅର୍ଥ କମିଶନ ବୈଠକ ଆରମ୍ଭ କରିଛନ୍ତି। ଏହି ବୈଠକ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନିଜର ଦାବି ରଖିଛନ୍ତି। ଟାକ୍ସ୍ ଡି ଭୋଲ୍ୟୁସନ୍ ୪୨ ପ୍ରତିଶତ ରୁ ୫୦ ପ୍ରତିଶତ କରିବାକୁ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଏହାସହ ଗତ ୧୦ ବର୍ଷ ମଧ୍ୟ ରେ ରାଜ୍ୟ ସହିଥିବା ଜି ଏସ ଟି କ୍ଷତି ଭରଣା କରିବାକୁ, କୋଇଲା ଖଣି ରୁ ଗ୍ରୀନ ଏନର୍ଜି ସେସ୍ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୧୫ ଶହ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here