ଘଟଗଁ।ରେ ପର୍ଯ୍ୟଟକଠୁ ଉଠ। ଦୋକ।ନି ସମସ୍ତଙ୍କୁ ଅତିଷ୍ଠ କରୁଛି ଅଳିଆ ଆବର୍ଜ୍ଜନାରେ ଭର୍ତ୍ତି ସେହି ପୋଖରୀ

0
35

ଘଟଗାଁ :(ରୁଦ୍ର ପ୍ରସାଦ ବେହେରା) ସ୍ଥାନୀୟ ଘଟଗାଁ ମା ତାରିଣୀ ଠାକୁରାଣୀ ମନ୍ଦିର ନିକଟସ୍ଥ ଉଠା ଦୋକାନ ଗୁଡିକର ପଛ ପଟରେ ଥିବା ଅସ୍ଥାୟୀ ପୋଖରୀ ଦୀର୍ଘ ଦିନ ଧରି ଅଳିଆ ଆବର୍ଜ୍ଜନାରେ ଭର୍ତ୍ତି ହୋଇଥିବା ସହିତ ପ୍ରଶାସନ ତରଫରୁ ଏହ।କୁ ଓଝଳ। ନଯିବ। ହେତୁ ଏହ। ଏକ କୃତ୍ରିମ ହ୍ରଦ ପ।ଲଟିଛି । ଯ।ହ। ଫଳରେ ବିଭିନ୍ନ ସମୟରେ ନ।ନ।ଦି ଦୁର୍ଘଟଣା ଘଟିବା ସହିତ ଏହ। ଦୃର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏଠ।କୁ ଆସୁଥିବା ପର୍ଯ୍ୟଟକ ଏହି ଗନ୍ଧରେ ବେଶି ସମୟ ନିଜକୁ ନିୟନ୍ତ୍ରଣ ନରଖି ପ।ରିବ। ଦେଖିବ।କୁ ମିଳୁଛି ।
ଏହ। ଦ୍ୱାରା ମଶ।ଙ୍କ ପ୍ର।ଦୃଭ।ବ ବଢ଼ିବା ସହିତ ଉଠ। ଦୋକାନୀ ମ।ନେ ବିଭିନ୍ନ ସମୟରେ ମ୍ୟାଲେରିଆ ଭଳି ରୋଗର ଶିକାର ହେଉଛନ୍ତି । ବେଳେ ବେଳେ ର।ସ୍ତ।ରେ ବୁଲୁଥିବ। ଗୋରୁ ଗ।ଇ ଏଥିରେ ପଡ଼ି ମରୁଥିବ।ର ନଜରକୁ ଆସିଛି । ଏପରି ଏକ ଦୁର୍ଘଟଣା ଆଜିବି ଦେଖି ବ।କୁ ମିଳିଥିଲା । ତୁରନ୍ତ ଅଗ୍ନିଶମ ଅଧିକାରୀ ମ।ନେ ଆସି ଗ।ଇଟିକୁ ଉଦ୍ଧାର କରିଥିଲେ । ନଚେତ ଅନ୍ୟ ସମୟ ଭଳି ଅକ।ଳରେ ତ।ହ।ର ଜୀବନ ଯ।ଇଥ।ନ୍ତ। ବୋଲି ସେଠାରେ ଥିବା ଲୋକ ଆଲୋଚନା କରୁଥିବା ଦେଖିବ।କୁ ମିଳିଥିଲା । ଏହ।କୁ କିପରି ସଫା କର।ଯିବ ସେନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବ।କୁ ସ।ଧ।ରଣରେ ଦ।ବି ହେଉଛି ।

LEAVE A REPLY

Please enter your comment!
Please enter your name here