ଭୁବନେଶ୍ୱର ରୁଚିକା ମାର୍କେଟ୍‌ରେ ଅଗ୍ନିକାଣ୍ଡ

0
42

ଭୁବନେଶ୍ୱର  :  ଭୁବନେଶ୍ୱର ରୁଚିକା ମାର୍କେଟ୍‌ରେ ଅଗ୍ନିକାଣ୍ଡ। ମାର୍କେଟର ଏକାଧିକ ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ତେବେ କେମିତି ନିଆଁ ଲାଗିଲା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି Iଅଗ୍ନିକାଣ୍ଡର କ୍ଷୟକ୍ଷତି ନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here