ଦିଲ୍ଲୀରେ ବିଜେଡ଼ି ଭୁବନେଶ୍ବରରେ ବିଜେପି

0
88

ଭୁବନେଶ୍ୱର:ଗୋଟିଏ ପଟେ କୃଷି ଓ କୃଷକର ହକ୍ ପ।ଇଁ ଦିଲ୍ଲୀରେ ଗର୍ଜନ କରୁଥିବା ବେଳେ ଏପଟେ ର।ଜ୍ୟରେ ଥିବା ଧାନମଣ୍ଡିର ଅବ୍ୟବସ୍ଥା ଅଭିଯୋଗ ଆଣି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସଚିବାଳୟ ଘେରାଉ କରାଯାଇଛି ।  ସଚିବାଳୟରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ବିକ୍ଷୋଭକାରୀମାନେ ସୁରକ୍ଷା ବଳୟ ଭାଙ୍ଗି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି । ଯ।ହ। ଫଳରେ  ଉତ୍ତେଜନା ଦେଖାଦେଇଛି । ସରକାର ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ଧାନ କିଣି ପାରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଦିଲ୍ଲୀରେ ବିଜେଡିର ଚାଲିଥିବା କୃଷକ ସମାବେଶକୁ ସମାଲୋଚନା କରିଥିବା ଦେଖିବ।କୁ ମିଳିଛି ।

LEAVE A REPLY

Please enter your comment!
Please enter your name here