ଆଲୋକ ବର୍ମାଙ୍କୁ ପୁନଃ ଅବସ୍ଥାପନ୍ନ କରାଇଲେ ସୁପ୍ରିମକୋର୍ଟ

0
44

ନୂଆଦିଲ୍ଲୀ,: ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କୁ ପୁନଃ ଅବସ୍ଥାପନ୍ନ କରାଇଛନ୍ତି ସୁପ୍ରିମକୋର୍ଟ। ଶ୍ରୀ ବର୍ମା ଙ୍କୁ ଛୁଟି ରେ ପଠାଯିବା ନିଷ୍ପତି କୁ ସୁପ୍ରିମକୋର୍ଟ ରଦ୍ଧ କରିଛନ୍ତି। ସିଭିସି ପକ୍ଷରୁ ଶ୍ରୀ ବର୍ମା ଙ୍କୁ ଛୁଟି ରେ ପଠାଯିବା କୁ ନିଷ୍ପତି ନିଆ ଯାଇଥିଲା। ତେବେ ଆଲୋକ ବର୍ମା ବର୍ତ୍ତମାନ ସ୍ଥିତି ରେ କୌଣସି ନୀତିଗତ ନିଷ୍ପତି ନେଇ ପାରିବେନି ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here