ଆଜି ର।ଜ୍ୟର ସମସ୍ତ ସ୍କୁଲ କଲେଜ ଶିକ୍ଷ।ନୁଷ୍ଠ।ନ ବନ୍ଦ

0
20

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପ୍ରସ୍ତାବିତ ଭାରତ ବନ୍ଦ ଡ଼ାକରାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ଆସନ୍ତା କାଲି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ୟୁନିଭରସିଟି ବନ୍ଦ ରଖିବାକୁ ସରକାର ନିଷ୍ପତି ଗ୍ରହଣ କରିଥିବା ଗଣ ଶିକ୍ଷା ସଚିବ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here