ମୋଦିଙ୍କୁ ନବୀନଙ୍କ ଚିଠି

0
41

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଝାରସୁଗୁଡା ରୁ କମର୍ସିଆଲ ବିମାନ ଚଳାଚଳ ଆରମ୍ଭ କରିବାକୁ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଓ ଶିଳ୍ପ ସମୃଦ୍ଧ ଅଞ୍ଚଳ। ତେଣୁ ସେଠାରୁ ବିମାନ ଚଳାଚଳ ର ଆବଶ୍ୟକତା ରହିଛି ବୋଲି ନବୀନ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here