ଆସ୍କାରେ ଡ଼ବଲ ଏନକାଉଂଟର

0
53

ଆସ୍କା: ଆସ୍କା ରେ ଡ଼ବଲ ଏନକାଉଂଟର ଖବର ମିଳିଛି  । ଏହି ଏନକାଉଂଟରରେ  କୁଖ୍ୟାତ ଅପରାଧୀ କୃଷ୍ଣ ଜେନା ଓ ସୁନୀଲ ଜେନା ଗୁରୁତର ଆହତ ହୋଇଥିବାବେଳେ ଉଭୟଙ୍କୁ ଆସ୍କା ହସପିଟାଲ ରେ ଭତିୟ କରାଯାଇଛି । ବିଜେଡ଼ି ନେତା ବାହନ ମଲିକ୍ ହତ୍ୟା କାଣ୍ଡରେ ଏମାନଙ୍କର ସମ୍ପୃକ୍ତି ରହିଛି । ଆସ୍କା ଭେଟନଇ ପଲୀମାଳ ନିକଟରେ ଏହି ଏନକାଉଂଟର ହୋଇଛି । ସେମାନଙ୍କ ନିକଟରୁ ୨ ଟି ପିସ୍ତଲ ଓ ୫ ଟି ଜୀବନ୍ତ ଗୁଳି  ଓ ୨ ଟି ବାଇକ୍ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here