ଅତିରିକ୍ତ ଦାୟିତ୍ୱ ମୁଣ୍ଡାଇଲେ ଶଶୀଭୂଷଣ, ରମେଶ ମ।ଝୀ

0
130

ଭୁବନେଶ୍ୱର :  ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଅତିରିକ୍ତି ଦାୟିତ୍ୱ ମିଳିଥିବା ବେଳେ ଏସସିଏସଟି ବିକାଶ ମନ୍ତ୍ରୀ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

LEAVE A REPLY

Please enter your comment!
Please enter your name here