ବ।ରିପଦ।ରେ ବ୍ୟ।ଙ୍କ ଲୁଟ

0
24

ବାରିପଦା: ବାରିପଦା ନିକଟସ୍ଥ ବଡ଼ସାହି ଥାନା ପ୍ରତାପପୁର ଶାଖା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ବ୍ୟାଙ୍କ୍ ଜଗୁଆଳି ଙ୍କୁ ବାନ୍ଧି ବ୍ୟାଙ୍କ୍ ର ପଛପଟ ଗ୍ରିଲ୍ ଭାଙ୍ଗି ଲୁଟ୍ କରିଛନ୍ତି। ଘଟଣାସ୍ଥଳ ରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ୍ ରୁ କେତେ ଟଙ୍କା ଲୁଟ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ।

LEAVE A REPLY

Please enter your comment!
Please enter your name here