୬୦୦ ଛାତ୍ରୀଛାତ୍ର ସାନ୍ତା କ୍ଲଜ ମୁଖା ପିନ୍ଧି ଗ୍ଲୋବାଲ ରେକର୍ଡ ପାଇଁ ଉଦ୍ୟମ

0
32

ଯାଜପୁର : ଖ୍ରୀଷ୍ଟମାସ ଅବସରରେ ମଙ୍ଗଳବାର ଯାଜପୁର ଜିଲା ବ୍ୟାସନଗର ଜେମ୍ସ ସ୍କୁଲର ୬୦୦ ଛାତ୍ରୀଛାତ୍ର ସାନ୍ତା କ୍ଲଜ ମୁଖା ପିନ୍ଧି ଗ୍ଲୋବାଲ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି। ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଏହାକୁ ସ୍ବୀକୃତି ଦେଇଛି। ଏହି ଅବସରରେ ଜିଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here