ବିସ୍ଫୋରକ ବୋଝେଇ ଗ।ଡି ଜବତ

0
34

କୋରାପୁଟ: କୋରାପୁଟରୁ ଶନିବାର ସକାଳୁ ଏକ ବିସ୍ଫୋରକ ବୋଝେଇ ଟ୍ରକ୍ ଓ ଭ୍ୟାନ୍ କୁ ପୋଲିସ ଜବତ କରିଛି। ପୋଲିସ ଚେକିଂ ଚାଲିଥିବା ବେଳେ ଗାଡି କୁ ଅଟକାଇ ଏଥିରେ ବିସ୍ଫୋରକ ଥିବା ଜାଣିବା ପରେ ଏହାକୁ ଜବତ କରିଛି। ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ର ଚିଲିକଟଲମ୍ ରୁ ଏହି ବିସ୍ଫୋରକ ଓଡ଼ିଶା ମଧ୍ୟ କୁ ଆସୁଥିଲା। ତେବେ ଏହା ପଛରେ କାହାର ଲିଙ୍କ୍ ଥିଲା ଓ କେଉଁ ଉଦ୍ଦେଶ୍ୟ ରେ ବିସ୍ଫୋରକ ଚାଲାଣ ହେଉଥିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here