ରେଳଧାରଣାରୁ ମିଳିଲ। ପୂର୍ବତନ ବିଧାୟକଙ୍କ ମୃତଦେହ

0
91

ଆଠମଲିକ:ଆଠମଲିକ୍ ର ପୂର୍ବତନ ବିଧାୟକ ରାଜ କିଶୋର ପ୍ରଧାନଙ୍କ ମୃତ ଦେହ ବଅଁରପାଳ- କବଁଫୁଲିଆ ରେଳ ଧାରଣାରୁ ଉଦ୍ଧାର କରାଯାଇଛି । ୧୯୩୪ ମସିହା ଜାନୁୟାରୀ ୨୦ ତାରିଖରେ ଆଠମଲିକ୍ ର ପାକସାହିରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ ଉକ୍ରଳ କଂଗ୍ରେସ ରୁ ଆଠମଲିକ୍ ବିଧାୟକ ନିର୍ବାଚିତ ହୋଇଥିଲେ । କିପରି ତାଙ୍କ ମୃତ ଦେହ

ଏଠକୁ ଏହି ରେଳ ଧାରଣାକୁ ଆସିଲା ତାହାଳ ବର୍ତମାନ ଜଚ୍ଚାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here