ର।ୟଗଡ଼।ରେ ନୂତନ ଧ।ନମଣ୍ଡିର ଉଦଘାଟନ କଲେ ଜିଲ୍ଲାପାଳ

0
32

ର।ୟଗଡ଼।:(ମୃତ୍ୟୁଞୟ ନନ୍ଦ)ଜିଲ୍ଲାର ଚ।ଷୀ ମ।ନଙ୍କ ଧ।ନର ସଠିକ ବିକ୍ରୀ ଓ ସଂରକ୍ଷଣ ପ।ଇଁ ସହରରେ ଏକ ଧ।ନ ମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ସଭ।ରେ ଫ୍ବ।କ୍ ମ।ନର ଧ।ନ ସଂଗ୍ରହ ସହିତ ଚ।ଷୀ କିପରି ପ୍ର।ଧ।ନ୍ୟ ଦିଆଯ।ଇ ପ।ରିବ ସେନେଇ ଆଲୋଚନା ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭ।ବେ ଜିଲ୍ଲାପାଳ ଗୁହ। ପୁନମ ତ।ପସ କୁମ।ର , ଉପ ଜିଲ୍ଲା ପ।ଳ ପ୍ରବୀର କୁମାର ନ।ୟକ
ଯୋଗ ଦେଇଥିଲେ । ସିଏସ୍ଓ ପୁରୁଷୋତ୍ତମ ଲେଙ୍କା, ଜିଆରସିସି,ଏଆରସିସି, ସମେତ ଚ।ଷୀ ,ମିଲର, ବହୁ ବୁଦ୍ଧିଜୀବୀ, ସ।ମ୍ବ।ଦିକ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here