ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର ଘରେ ଭିଜିଲାନ୍ସ ଚଢ଼ାଉ

0
24

ଭଦ୍ରକ ଅଫିସ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର ସନ୍ଦିପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ବୁଧବାର ସକାଳୁ ଏହି ଚଢ଼ାଉ କରିଛି। ସନ୍ଦିପଙ୍କ ଅଫିସ, ଭୁବନେଶ୍ୱର, ପୁରୀ, ଭଦ୍ରକ ନରିପୁରସ୍ଥିତ ବାସଭବନ, କୁଆଁସରେ ଥିବା ଶ୍ୱଶୁର ଘର ଆଦି ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here