ଆଜି ଉତକ୍ଷେପଣ ହେବ ଭାରତର ସବୁଠାରୁ ଭାରୀ ସାଟେଲାଇଟ୍ ଜିସାଟ୍-୧୧

0
36

ନୂଆଦିଲ୍ଲୀ : ଆଜି ଉତକ୍ଷେପଣ  ହେବ ଭାରତର ସବୁଠାରୁ ଭାରୀ ସାଟେଲାଇଟ୍ ଜିସାଟ୍-୧୧ । ବୁଧବାର ସକାଳୁ ଏହାକୁ ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୟୁରୋପିଆନ୍ ସ୍ପେଶ୍ ଏଜେନ୍ସିର ରକେଟ୍ ଜରିଆରେ ଫ୍ରୋଞ୍ଚ୍ ଗୁଏନାରୁ ଏହାକୁ ଉତ୍କ୍ଷେପଣ କରାଯିବ । ଏହି ସାଟେଲାଇଟ୍ର ଓଜନ ୫,୮୦୦ କେ.ଜି. ବୋଲି ସୂଚନା ଦିଆଯାଇଛି । ଉତକ୍ଷେପଣ ସଫଳ ହେଲେ ଇଣ୍ଟରନେଟ କନେକ୍ଟିଭିଟି କ୍ଷେତ୍ରରେ ଏହି ସାଟେଲାଇଟ୍ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here