କଟକରେ ପୁଣି ଏନକାଉଣ୍ଟର

0
54

କଟକ  : କଟକରେ ପୁଣି ଏନକାଉଣ୍ଟର,ଜଗତପୁର ଅଂଚଳରେ ପୋଲିସ ଗୁଳିର ଶିକାର ଅପରାଧୀ ଗୁରୁଚରଣ ପାତ୍ର ଓରଫ ଗୁରିଅା। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ଗୁରିଅାକୁ ଭର୍ତ୍ତି କରାଯାଇଛି ଏସ୍‌ସିବିରେ।

କିଛି ଦିନ ତଳେ ଜେଲ୍‌ରୁ ବାହାରିଥିଲା ଗୁରିଅା। ଜେଲ୍‌ରୁ ବାହାରିବା ପରେ ସେ ପୁଣି ନିଜର ଅପରାଧ ଅାରମ୍ଭ କରିଥିଲା। ଜଗତପୁର ଅଞ୍ଚଳରେ ବୋମାମାଡ଼ ମଧ୍ୟ କରିଥିଲା। ଅାଜି ରାତିରେ ତାକୁ ଏନ୍‌କାଉଣ୍ଟର କରିଛି ପୁଲିସ।

LEAVE A REPLY

Please enter your comment!
Please enter your name here