ବିଜେପିରେ ଯୋଗ ଦେଲେ ଅପର।ଜିତ।

0
86

ଭୁବନେଶ୍ୱର :ସବୁ ଚର୍ଚ୍ଚାର ଅନ୍ତ ଘଟ।ଇ ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ । ଅପର।ଜିତ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ସେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ଅପରାଜିତା ଭୁବନେଶ୍ୱର ଫେରିବେ । ଆସନ୍ତା ୧ ତ।ରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବଦ୍ଧ୍ୱର୍ନା କରାଯିବାର କାର୍ଯ୍ୟକ୍ରମ ସ୍ଥିର କର।ଯ।ଇଛି ।

LEAVE A REPLY

Please enter your comment!
Please enter your name here