କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ

0
26

ଭୁବନେଶ୍ୱର :  କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟରେ ବଡି ଭୋରରୁ ଭିଡ଼ ଲାଗିଛି ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ।  ଲୋକେ ଭୋର୍‌ରୁ ଉଠି ସ୍ନାନ କରି ଗୁଡ଼ିକରେ ଡଙ୍ଗା ଭସାଉଛନ୍ତି। ଓଡ଼ିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ଏହି ଡଙ୍ଗା ଭସାଣ କରୁଛନ୍ତି।

ଆ କା ମା ବୈ … ପାନ ଗୁଅା ଥୋଇ  କାର୍ତ୍ତିକ ପୂର୍ଣ୍ଣିମାରେ ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ ନାନା ପ୍ରକାରର ଡଙ୍ଗା। କିଏ କଦଳୀ ପାଟ୍ଟୁକାର ଡଙ୍ଗା ଭସାଇଛି ତ କିଏ ରଙ୍ଗବେରଙ୍ଗ କାଗଜ ଡଙ୍ଗା ଭସାଇଛି।  ଏହା ସହିତ ଦୀପଦାନ ମଧ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here