ଦୃତ୍ତ ଗତି ନୁହେଁ ବରଂ ବ୍ରିଜର ଦୁର୍ବଳ ବ୍ୟାରିକେଡ ଓ ମଇଁଷି ଯୋଗୁଁ ଦୁର୍ଘଟଣା ଘଟିଛି:ତଦନ୍ତ ରିପୋର୍ଟ

0
188

 

କଟକ: ମହ।ନଦୀ ବ୍ରିଜ୍ ଉପରେ ହୋଇଥିବ। ବସ ଦୁର୍ଘଟଣ।ର ତଦନ୍ତ ରିପୋର୍ଟ ଆସିଛି । ଏହି ଦୁର୍ଘଟଣା ଦୃତ୍ତ ଗତି ନୁହେଁ ବରଂ ବ୍ରିଜର ଦୁର୍ବଳ ବ୍ୟାରିକେଡ ଓ ମଇଁଷି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ତଦନ୍ତ ସାରି ଫେରିବା ପରେ ତଦନ୍ତକାରୀ ଟିମ ପକ୍ଷରୁ ଷ୍ଟେଟ ରୋଡ଼ ସେଫ୍ଟି କାଉନସିଲ ସଦସ୍ୟ ରବି ଶତପଥୀଙ୍କ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here