ଆଜି ବଡ଼ଓଷା:ଉତ୍ସବମୁଖର ଆଠଗଡ଼ର ଧବଳେଶ୍ୱରଙ୍କ ପୀଠ

0
83

କଟକ: ଆଜି ବଡ଼ଓଷା ପାଇଁ ଆଠଗଡ଼ର ଧବଳେଶ୍ୱରଙ୍କ ପୀଠ ଉତ୍ସବମୁଖର। ବଡ଼ ଓଷା ଅବସରରେ ଧବଳେଶ୍ୱରଙ୍କ ପୀଠରେ ଗଜଭୋଗ ଓ ତରଣ ଲାଗି ହେବ। ଅାଜି ସକାଳରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଅାଳତୀ, ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ।

ବଡ଼ଓଷାରେ ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here