ଆଜିଠୁ ପଞ୍ଚୁକ ବ୍ରତ

0
50

ପୁରୀ: ପୂର୍ଣ୍ଣର ମ।ସ କ।ର୍ତ୍ତିକ ମ।ସ ପ।ଇଁ ଆଜିଠାରୁ ପଞ୍ଚୁକ  ବ୍ରତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ୫ ଦିନରେ ଶ୍ରୀଜିଉ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ।

ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କାଠ ବ୍ୟାରିକେଡ୍‌ ସହ ଲୁହା ବ୍ୟାରିକେଡ୍‌ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ତା ପୂର୍ବଦିନ ଠାରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here